ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ବିଭିନ୍ନ ମନ୍ଦିର ମାନଙ୍କରେ ହନୁମାନ ଜୟନ୍ତୀ ପାଳିତ ହୋଇ ଯାଇଛି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଗଣିଆ ବ୍ଲକ ର ରାମ ମନ୍ଦିର, ଛମୁଣ୍ଡିଆ, ରାସଙ୍ଗ, ବେଲପଡା ପାଟଣା, ବିଜୟ ନଗର, କିଶୋର ପ୍ରସାଦ, ଜଗନ୍ନାଥ ପ୍ରସାଦ, ଆଡ଼କଟା ର ବିଭିନ୍ନ ରାମ ମନ୍ଦିର ଗୁଡିକ ରେ ହନୁମାନ ଜୟନ୍ତୀ ଧୂମୁଧାମରେ ପାଳନ କରାଯାଉଛି, ମନ୍ଦିର ଗୁଡିକ ରେ ସକାଳୁ ସକାଳୁ ଭକ୍ତ ମାନଙ୍କ ଭିଡ ଲାଗିଥିଲା, ପ୍ରତେକ ମନ୍ଦିର ରେ ହନୁମାନ ଜୟନ୍ତୀ ପାଳନ କରିବା ସହିତ ପଣା ବ୍ୟବସ୍ଥା କରାଯାଇଥିଲା,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ